Keonjhar Incident Raises Big Question: When Will the System Change?
#ଜିତୁ_ମୁଣ୍ଡା #କେବେ_ବଦଳିବ_ବ୍ୟବସ୍ଥା ?
କେନ୍ଦୁଝର ପାଟଣା କଙ୍କାଳ ଗୋଟାକୁ ନେଇ ଥମୁନି ଚର୍ଚ୍ଚା। କେନ୍ଦୁଝରର ଜିତୁ ମୁଣ୍ଡାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଭଉଣୀ କଙ୍କାଳ ଧରି ଟଙ୍କା ଆଶାରେ ବ୍ୟାଙ୍କ ଧାଇଁଥିବା ଜିତୁ ମୁଣ୍ଡାଙ୍କୁ ନେଇ ଚର୍ଚ୍ଚା ତେଜିବାରେ ଲାଗିଛି। ବ୍ୟାଙ୍କର ଦାୟିତ୍ବ ପଣିଆ ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତେବେ ବିଜେପି ଦାନ ମାଝୀ କଥା ଉଠାଇ ଏହାକୁ କାଉଣ୍ଟର କରିଛି। ସେପଟେ ଜିତୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପୁଣି ଥରେ ଦାୟୀ କରିଥିବା ବେଳେ ମ୍ୟାନେଜରଙ୍କ ସପକ୍ଷରେ ବାହାରିଛି ବ୍ୟାଙ୍କ ଅଫିସର୍ସ ସଂଘ। ବ୍ୟାଙ୍କ ଅଧିକାରୀଙ୍କ ଭୂମିକା ଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ନବୀନଙ୍କ ଚିଠିଙ୍କୁ ଦାନ ମାଝୀ କଥା ମନେ ପକାଇ କାଉଣ୍ଟର କରିଛି ବିଜେପି। ଚିଠି ଲେଖା ନେତା ଡ୍ରାମା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆକ୍ସନ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ତେବେ ରାଜ୍ୟରେ ବାରମ୍ବାର ଏଭଳି ସମ୍ବେଦନଶୀଳ ଘଟଣା ଘଟୁଥିବା ବେଳେ କେବେ ବ୍ୟବସ୍ଥା ବଦଳିବ ବୋଲି ପ୍ରଶ୍ନ ଉଠୁଛି।
#JituMunda #KeonjharNews #OdishaPolitics #BankIssue #BreakingNews #IndiaNews #SystemFailure #PublicOutrage #OdishaTV #OTV
The controversy surrounding Jitu Munda from Keonjhar’s Patna area continues to intensify after he reportedly approached a bank carrying his sister’s skeleton in hope of financial assistance, raising serious questions about institutional sensitivity and accountability. The issue has triggered a political storm, with Opposition leader Naveen Patnaik writing to Union Finance Minister Nirmala Sitharaman questioning the bank’s responsibility, while BJP countered by recalling the Dana Majhi episode. Jitu has again blamed bank authorities, whereas the Bank Officers’ Association has defended the manager, even as repeated sensitive incidents in the state spark a larger debate on when systemic change will finally take place.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
Comments (0)